ଗୋସୁଗମ ବିଷୟରେ ଆଶ ଯାନମା-



ତାଙ୍କବିଷୟରେ-

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷି କାର୍ଯ୍ୟର ସଂପ୍ରସାରଣ କରିବା ପାଇଁ ସରକାରୀ ଯୋଜନା ଓ ରିହାତିର ଏକ ପ୍ରମୁଖ ଭୂମିକା ରହିଛି । ଏହି ଯୋଜନା ଏବଂ ସେବା ଗୁଡିକୁ ଓଡିଶାର ପ୍ରତି ଚାଷୀଙ୍କ ନିକଟରେ ବାରମ୍ବାର ପହଞ୍ଚାଇବା ହେଉଛି ଉତ୍ତମ ଶାସନର ଏକ ଲକ୍ଷ ।

ସୁଗମ ହେଉଛି ଭାରତରେ ଥିବା କୃଷି ଓ କୃଷି ଉଦ୍ୟୋଗଙ୍କ ନିମନ୍ତେ ଏକକ ବାତାୟନ ବ୍ୟବସ୍ଥା । ଓଡିଶା ସରକାରଙ୍କ 5T ଶାସନକୁ ଦୃଷ୍ଟିରେ ରଖି ଏହି ସୁଗମ ପୋର୍ଟାଲ ବୈଷୟିକ ଜ୍ଞାନର ସଂପ୍ରସାରଣ ଏବଂ ସମୟାନୁସାରେ ଓ ସ୍ଵଚ୍ଛତାର ସହ କୃଷକଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ସରକାରୀ ଅଧିକାରୀଙ୍କ ମଧ୍ୟରେ ଗୋଷ୍ଠୀ କାର୍ଯ୍ୟ ମାଧ୍ୟମରେ କୃଷକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖିଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅନ୍ତର୍ଭୁକ୍ତ କୃଷିଭିତିକ ସମସ୍ତ ଯୋଜନା ଏବଂ ସେବା ଏହି ସୁଗମ ପୋର୍ଟାଲରେ ଡିଜିଟାଇଜଡ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ କୃଷକଙ୍କୁ କୃଷି ସହ ଜଡିତ ଅନ୍ୟାନ୍ୟ ବିଭାଗର ସେବା ଯଥା- ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ ଏବଂ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ଇତ୍ୟାଦି ଉପଲବ୍ଧ କରାଯିବ ।

GOSUGAM NOTIFICATION
row1 col 2
row2 col 1 row2 col 2
ଗୋସୁଗମ ବିଷୟରେ ଆଶ ଯାନମା- ଗୋସୁଗମ ବିଷୟରେ  ଆଶ ଯାନମା- Reviewed by Bariha Babu on December 09, 2023 Rating: 5

No comments:

Powered by Blogger.