Deep Borwel &Solar deep Borwel online-2023




 Deep Borwel Online
ଚାଷୀ ଲୋକ ଯେତେବେଳେ ତା ନିଜ ଖେତ ରେ ପାଣିର ସୁବିଧା କରିବାରେ ସାମର୍ଥ୍ୟ ହୋଇ ଜୟେ ତ ଠାରୁ ଖୁସି ଅନୁଭୂତି କେବେ କରିଭି ନପାରେ।
ସେଇ ଖୁସି ସମୟ ଆସି ଯାଇଛି ଓଡ଼ିଶା ସରକାର election ଆଗରୁ ସେଇ ସୁଯୋଗ ଦେଇ ଛନ୍ତି ଶୀଘ୍ର online କରିନେବା ଉଚିତ୍ 
Online କରିବାରେ କଣ କଣ ଲାଗୁଛି Document ଆସ ଯାନିନେବା ।

୧-Use ମୋବାଇଲ Number
୨-ଆଧାର କାଡ଼ 
୩-Draft
୪-Netpata
୫-ଜଲବଣ୍ଟ୍ନ ଡକୁମେଣ୍ଟ (ଯଦିଆବେଦନ କାରୀଙ୍କ ନାମରେ ୫ ଏ କର ରୁ କମ ଜମିଅଛି )






 


Deep Borwel &Solar deep Borwel online-2023 Deep Borwel &Solar deep Borwel online-2023 Reviewed by Bariha Babu on December 09, 2023 Rating: 5

No comments:

Powered by Blogger.